ବଜାରକୁ ଆସିଲା ଭିଭୋର ନୂଆ ୫-ଜି ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ଭିଭୋ ତାର ପ୍ରଥମ ୫-ଜି ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହାର ନାମ ଭିଭୋ ଆଇକ୍ୟୁ୦୦। ଏହି ଫୋନର ବିଶେଷତ୍ବ ବିଷୟରେ କହିଲେ- ଏଥିରେ ସ୍ନାପଡ଼୍ରାଗନ ଏକ୍ସ-୫୦ମାଡେମ ଏବଂ ସ୍ନାପଡ଼୍ରାଗନ ୮୫୫ ପ୍ରୋସେସର ଦିଆଯାଇଛି। କମ୍ପାନୀ ଏହି ଫୋନରେ ୫ଜି କ୍ଲାଉଟ ଗେମ୍, ୫ଜି ମିରରିଙ୍ଗ ଏବଂ ୫ ଜି ଇଜି ସେୟର ଭଳି ଫିଚର ଦେଇଛି। ଏହି ଫୋନ କଳା(ବ୍ଲାକ) ଏବଂ ପର୍ପଲ ରଙ୍ଗରେ ଉପଲବ୍ଧ ରହିଛି। ଫୋନରେ ଟ୍ରିପଲ ରିୟର କ୍ୟାମେରା ବଂ ପପ୍ଅପ୍ ସେଲଫି କ୍ୟାମେରା ଦିଆଯାଇଛି।

Comments are closed.