ସ୍ୱତନ୍ତ୍ର ଗ୍ରାମ୍ୟ ସଭା ବୈଠକ ଅନୁଷ୍ଠିତ

0

ତଲପଦର :ତଳପଦର ଗ୍ରାମପଞ୍ଚାୟତର ବିଜେପୁର ବ୍ଲକରେ ସ୍ୱତନ୍ତ୍ର ଗ୍ରାମ୍ୟ ସଭା ବୈଠକ ଅନୁଷ୍ଠିତ ହୋଇଛି। ୧୦୦ ରୁ ଉର୍ଦ୍ଧ୍ବ ଲୋକେ ଏଥିରେ ଯୋଗ ଦେଇଥିଲେ। ୧୮ ରୁ ୩୫ ବୟସର ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଏସ୍‍. ବି . ଆଇ ବ୍ୟାଙ୍କ ତରଫରୁ ଋଣ ମିଳିବା ନେଇ ଏହି ବୈଠକରେ ଆଲୋଚନା କରାଯାଇଛି। ଏହି ବୈଠକରେ ଚୁଡାମଣୀ ସାହା, ଏକଲବ୍ୟ ରଣା, ପ୍ରସାଦ ସେଠ ଆଦି ସରକାରୀ ଅଧିକାରୀମାନେ ଯୋଗ ଦେଇଥିଲେ।

Leave A Reply