ଆଇଏଏସ୍‌ ବିଜୟ କେତନଙ୍କ ଉପରୁ ଉଠିଲା ନିଲମ୍ବନ

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ ଉପରୁ ନିଲମ୍ବନ ଉଠାଇ ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ଉପରେ ଲାଗୁ କରିଥିବା ନିଲମ୍ବନ ପ୍ରତ୍ୟାହାର କରି ନେଇଛନ୍ତି। ନିଲମ୍ବନ ପ୍ରତ୍ୟାହାର ପରେ ପୁନଃ ଅବସ୍ଥାପିତ କଲେ ରାଜ୍ୟ ସରକାର। ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟ ବୋର୍ଡ ଅଫ୍ ରେଭିନ୍ୟୁର ସଚିବ ଭାବେ ଦାୟିତ୍ବ ତୁଲାଇବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.