ମାପ ଓ ଓଜନ ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

0

ରାଉରକେଲା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାପ ଓ ଓଜନ ବିଭାଗର ସହ ନିୟନ୍ତ୍ରଣ ଅଧିକାରୀ ବିଦ୍ୟାଧର ବିଶ୍ୱାଳଙ୍କ ଘରେ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀମାନେ ଚଢ଼ଉ କରିଛନ୍ତି। ରାଉରକେଲାର ଏଲ୍‍ଆଇସି କଲୋନୀସ୍ଥିତ ତାଙ୍କ ସରକାରୀ ବାସଭବନ ଓ ଉଦିତ ନଗର କାର୍ଯ୍ୟାଳୟ, ବାଲୁଗାଁର ପୈତୃକ ଘର, ଭୁବନେଶ୍ୱର ପୋଖରୀପୁଟରେ ଥିବା ନିଜ ଘର ଓ ପାତ୍ରପଡ଼ାସ୍ଥିତ ଶ୍ୱଶୁର ଘରେ ଏକକାଳୀନ ଚଢ଼ଉ କରାଯାଇଛି।

Leave A Reply