ଯନ୍ତ୍ରୀଙ୍କ ଅଫିସ ଓ ଘରେ ଭିଜିଲାନ୍ସ ଚଢାଉ

0

ଭଦ୍ରକ : ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନର ଉପ-ନିର୍ବାହୀ ଯନ୍ତ୍ରୀ କମଳାକାନ୍ତ ବେହେରାଙ୍କ ଅଫିସ ଓ ଘରେ ଭିଜିଲାନ୍ସ ବିଭାଗର ଚଢାଉ ଚାଲିଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଉଥିବା ଜଣାପଡିଛି। ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଚଢାଉ ଆରମ୍ଭ କରିଛନ୍ତି।

Leave A Reply