ଭିଜିଲାନ୍ସ ଜାଲରେ କନିଷ୍ଠ ମୋଟରଯାନ ନିରୀକ୍ଷକ

0

ଭଦ୍ରକ : ଭିଜିଲାନ୍ସ ଜାଲରେ କନିଷ୍ଠ ମୋଟରଯାନ ନିରୀକ୍ଷକ। ତାଙ୍କ ନାମ ଶଙ୍କର ଚୌଧୁରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ବୁଧବାର ସକାଳେ ଶଙ୍କର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲେ। ତାଙ୍କର ଭୁବନେଶ୍ବରସ୍ଥିତ ବାସଭବନ ସମେତ ଅନ୍ୟ ୬ଟି ସ୍ଥାନରେ ଚଢାଉ କରାଯାଇଛି। ତାଙ୍କର ଭଦ୍ରକ ଚରମ୍ପା ସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ଚଢାଉ ଜାରି ରହିଛି। ଚରମ୍ପା ସ୍ଥିତ ଘରେ ତାଲା ପଡିଥିବାରୁ ଭିଜିଲାନ୍ସ ଟିମ୍ ବାହାରେ ଅପେକ୍ଷା କରିଥିବା ସୂଚନା ମିଳିଛି।

Leave A Reply