ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଝାରସୁଗୁଡା: ଝାରସୁଗୁଡା ଜ଼ିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ବେଣୁଧର ଚାନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଝାରସୁଗୁଡା ସହର ବଢ଼େମୁଣ୍ଡା ସ୍ଥିତ ଥିବା ବାସଭବନରେ ଚଢ଼ାଉ ଜାରି ରହିଛି। ଏନେଇ ଅଧିକ ଖବର ହସ୍ତଗତ ହୋଇପାରିନାହିଁ ।

Comments are closed.