ହାଇସ୍କୁଲ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

0

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ଜଣେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଜମପଡା ହାଇସ୍କୁଲର ରଞ୍ଜନ ନାୟକଙ୍କ ଘରେ ଚଢାଉ କରାଯାଇଛି। କଳପଡା ପୈତୃକ ଘର ସମେତ ୪ଟି ସ୍ଥାନରେ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢାଉ କରାଯାଇଛି।

Leave A Reply