ଭିଜିଲାନ୍ସ ଜାଲରେ ସହକାରୀ ଅଡିଟ ଅଫିସର

0

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ର ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସହକାରୀ ଅଡିଟ ଅଫିସର ଆର୍ତ୍ତବନ୍ଧୁ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଶନିବାର ଅପରାହ୍ନରେ ମାଲକାନଗିରି ରୁ ଫେରୁଥିବା ବାଟରେ ତାଙ୍କୁ ଭିଜିଲାନ୍ସ ଟିମ ଅଟକାଇ ଗିରଫ କରିଛି । ତାଙ୍କ ନିକଟରୁ ୭ଲକ୍ଷ ୨୯ ହଜାର ଟଙ୍କା ଜବତ କରାଯାଇଛି । ଅଧିକ ତଥ୍ୟ ହାସଲ ପାଇଁ ପଚରା ଉଚୁରା ଜାରି ରହିଛି । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

Leave A Reply