ଭିଜିଲାନ୍ସ ହାତରେ ଆର ଆଇ

0

ରାଉରକେଲା : ଭିଜିଲାନ୍ସ ହାତରେ ରାଉରକେଲାର ତହସିଲ ଅନ୍ତର୍ଗତ କଲୁଙ୍ଗାରେ ଆର ଆଇ ଧରାପଡ଼ିଛନ୍ତି। ତାଙ୍କ ନାମ ରଞ୍ଜନ କୁମାର ପଟେଲ। ସୂଚନା ଅନୁଯାୟୀ, ଆର ଆଇ ଜଣକ ପ୍ରଭାତ କୁମାର ପାତ୍ରଙ୍କ ଠାରୁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ପୂର୍ବରୁ ପ୍ରଭାତ କୁମାର ପାତ୍ର ଭିଜିଲାନ୍ସଙ୍କୁ ଏ ସଂପର୍କରେ ଖବର ଦେଇଥିଲେ। ଯୋଜନା ମୁତାବକ ପ୍ରଭାତ ଆର ଆଇଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା।

Leave A Reply