ଭିଜିଲାନ୍ସା ଜାଲରେ ତହସିଲଦାର

0

ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଛତ୍ରପୁର ତହସିଲଦାର ଓ ତାଙ୍କ ପତ୍ନୀ ଗିରଫ ହୋଇଛନ୍ତି । ଭିଜଲାନ୍ସ ପକ୍ଷରୁ ଚଢଉ କରାଯାଇ ପ୍ରାୟ ୬.୮୭ କୋଟି ଟଙ୍କାର ସମ୍ପତି ଜବତ ହୋଇଛି। ତାଙ୍କର ଭୁବନେଶ୍ୱର ୨ ଫ୍ଲାଟ, ଚନ୍ଦ୍ରଶେଖରପୁର ଅଂଚଳରେ ଏକ କୋଠା ଓ ପୁରୀରେ ଥିବା ଫ୍ଲାଟରେ ଏକାକଳୀନ ଚଢଉ କରାଯାଇଛି । ଏହା ସହ ଛତ୍ରପୁର, ଗଂଜାମ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ତାଙ୍କ ସମ୍ପର୍କିୟଙ୍କ ଘରେ ମଧ୍ୟ ଚଢଉ କରାଯାଇଛି।

Leave A Reply