ଉପରାଷ୍ଟ୍ରପତି ଏମ୍. ଭେଙ୍କିଆ ନାଇଡ଼ୁଙ୍କୁ କରୋନା

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଏମ୍. ଭେଙ୍କିଆ ନାଇଡ଼ୁ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ମଙ୍ଗଳବାର ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି । ତେବେ ତାଙ୍କର କୌଣସି ଲକ୍ଷଣ ନଥିବାବେଳେ ସେ ଏବେ ସୁସ୍ଥ ଅଛନ୍ତି। ତାଙ୍କ ପତ୍ନୀ ଉଷା ନାଇଡୁଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି।

Comments are closed.