ଖଣ୍ଡପଡ଼ା ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଘଟଣାରେ ଜଣେ ଗିରଫ, କେନ୍ଦ୍ରପଡାରୁ ପୁଣି ଆସିଲା ସମାନ ଅଭିଯୋଗ

0

କଟକ: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା କଣ୍ଟିଲୋ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ହେବା ଘଟଣାରେ ଆଜି ପୁଲିସ ଜଣଙ୍କୁ ଗିରଫ କରିଛି । ଭିଡିଓରେ ଦୃଶ୍ୟମାନ ଥିବା ଛାତ୍ରଙ୍କୁ ପୁଲିସ କରି ଡାକ୍ତରୀମାଇନା ପାଇଁ ପଠାଇଛି । ପୂର୍ବରୁ ଭିଡିଓରେ ଥିବା ଉଭୟ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କୃତ କରାଯାଇଥିଲା ।

ଖଣ୍ଡପଡ଼ା ଅଶ୍ଲୀଳ ଭିଡିଓ ଭାଇରାଲ ମାମଲା ଥମି ନଥିବା ବେଳେ ପୁଣି ଏକ ଅନ୍ତରଙ୍ଗ ମୂହୁର୍ତର ଭିଡିଓ ଭାଇରାଲ ହେବାର ଘଟଣା ସମ୍ନାକୁ ଆସିଛି । କେନ୍ଦ୍ରାପଡା ଜିଲ୍ଲା ଜଣେ କଲେଜ୍ ଛାତ୍ରୀଙ୍କୁ ଧମକଦେଇ ତାଙ୍କ ସହ ଶରୀରରିକ ସର୍ମ୍ପକ ରଖି ଭିଡିଓ ରେର୍କଡ କରିବା ଏବଂ ପରେ ବ୍ଲାକମେଲ କରିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଡେରାବିଶ ଥାନା ପୁଲିସ ଦୁଇଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

Leave A Reply