ଅନିଦ୍ରାରୁ ମୁକ୍ତି ପାଇଁ ଏହି ବାସ୍ତୁ ଟିପ୍ସ ପ୍ରତି ଧ୍ୟାନ ଦିଅନ୍ତୁ

ମାନସିକ ଚିନ୍ତା କାରଣରୁ ରାତିରେ ନିଦ ହେବାରେ ବାଧା ସୃଷ୍ଟି କରିଥାଏ। ଅନିଦ୍ରା କାରଣରୁ ଜୀବନରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଲୋକେ ଔଷଧର ସେବନ କରିଥାଆନ୍ତି। ମାତ୍ର କେତେକ ବାସ୍ତୁ ଟିପ୍ସ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ …..
ନିଜ ଶୟନ କକ୍ଷରେ ଜଳର କୌଣସି ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଯାଦ୍ୱାରା ଅନିଦ୍ରା ସମସ୍ୟା ସୃଷ୍ଟି ହୋଇଥାଏ।
କିଛି ଲୋକେ ନିଜ ଶୟନ କକ୍ଷରେ ବୈଦୁତିକ ସାମଗ୍ରୀ ରଖିଥାଆନ୍ତି ଯେପରି ଟିଭି, କମ୍ପ୍ୟୁଟର।
– ଏହା ଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହି ପ୍ରକାର ସାମଗ୍ରୀକୁ ଶୟନ କକ୍ଷରେ ରଖନ୍ତୁ ନାହିଁ।

ଶୟନ କକ୍ଷରେ ନିଜ ଖଟକୁ ସଠିକ ଦିଗରେ ରଖନ୍ତୁ।

Comments are closed.