www.samajalive.in
Saturday, December 6, 2025
26.1 C
Bhubaneswar

ସକାଳେ ଉଠିବା ପରେ କରନ୍ତୁ ନାହିଁ ଏହି କାର୍ଯ୍ୟ ; ହୋଇଥାଏ ସମସ୍ୟା

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ସକାଳ ସମୟରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ସକାଳର ଆରମ୍ଭ ସର୍ବଦା ଉତ୍ତମ ହେବା ଆବଶ୍ୟକ ବୋଲି ମଧ୍ୟ କୁହାଯାଏ। ସକାଳର ଆରମ୍ଭ ଭଲରେ ହେଲେ ସାରା ଦିନ ଭଲରେ ବିତିଥାଏ ବୋଲି କୁହାଯାଏ। ତେଣୁ ବାସ୍ତୁ ଅନୁଯାୟୀ, ସକାଳେ କିଛି ଜିନିଷକୁ ଦେଖିବା ଉଚିତ ନୁହେଁ। ଜାଣନ୍ତୁ ….
ବନ୍ଦ ଘଣ୍ଟା – ସକାଳେ ଉଠିବା ପରେ ବନ୍ଦ ଘଣ୍ଟା ଦେଖନ୍ତୁ ନାହିଁ। ଏହାଦ୍ୱାରା ଦିନଯାକ କାର୍ଯ୍ୟରେ ଅସଫଳତା ମିଳିଥାଏ ବୋଲି କୁହାଯାଏ। ଏହାସହ ଘରେ ବନ୍ଦ ଘଣ୍ଟା ଆଦୌ ରଖନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।
ଦର୍ପଣ ଦେଖନ୍ତୁ ନାହିଁ – ସକାଳେ ଉଠିବା ମାତ୍ରେ ମୁହଁ ନଧୋଇ ଦର୍ପଣ ଦେଖନ୍ତୁ ନାହିଁ। ପ୍ରଥମେ ଉଠିବା ମାତ୍ରେ ନିଜ ହାତ ପାପୁଲି ଦେଖନ୍ତୁ।
ଅଇଁଠା ବାସନ – ବାସ୍ତୁ ଅନୁଯାୟୀ, ସକାଳେ ଉଠିବା ମାତ୍ରେ ଅଇଁଠା ବାସନ ଦେଖନ୍ତୁ ନାହିଁ। ତେଣୁ ରାତିରେ ଶୋଇବା ପୂର୍ବରୁ ସମସ୍ତ ଅଇଁଠା ବାସନ ମାଜି ଦିଅନ୍ତୁ। ରାତିରେ ଅଇଁଠା ବାସନ ପଡି ରହିଲେ ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ।

 

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories