ବାଜପେୟୀଙ୍କ ନାମରେ ହେବ ରୋହତଙ୍ଗ ପାସ୍‌

ନୂଆଦିଲ୍ଲୀ : ପ୍ରତିରକ୍ଷା ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଅରୁଣାଚଳ ପ୍ରଦେଶର ରୋହତଙ୍ଗ୍‌ ପାସ୍‌ (ସୁଡ଼ଙ୍ଗ) ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ନାମରେ ନାମିତ ହେବ। ପ୍ରଧାନମନ୍ତ୍ରୀ ଥିବାବେଳେ ଜୁନ୍‌ ୩, ୨୦୦୦ରେ ବାଜପେୟୀ ଏହି ଟନେଲ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ ଓ ୨୦୦୨ ମେ’ ୨୬ରେ ଏହାର ଶୁଭ ଦିଆଯାଇଥିଲା। ପ୍ରାୟ ୯କିମି ଦୀର୍ଘ ଏହି ଟନେଲ ବିଶ୍ବର ଅନ୍ୟତମ ସୁଦୀର୍ଘ। ଏହା ମାନାଲି ଓ ଲେହ ମଧ୍ୟରେ ଦୂରତା ୪୬କିମି ହ୍ରାସ କରିବ। ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

Comments are closed.