ଭାରତ ବନ୍ଦ ପାଇଁ ଘୁଞ୍ଚିଲା ଉତ୍କଳ ବିଶ୍ବବିଦ୍ୟାଳୟ +୩ ପଞ୍ଚମ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ବର: ଆସନ୍ତାକାଲି ଭାରତ ବନ୍ଦ ଡାକରା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି ହେବାକୁ ଥିବା +୩ ପଞ୍ଚମ ସେମିଷ୍ଟାର ପରୀକ୍ଷା ମାର୍ଚ୍ଚ ୩୦କୁ ଘୁଞ୍ଚାଇ ଦିଆଯାଇଛି। ତେଣୁ ୨୬.୦୩.୨୦୨୧ରେ ହେବାକୁ ଥିବା +୩ ପଞ୍ଚମ ସେମିଷ୍ଟାର ପରୀକ୍ଷା ୩୦.୦୩.୨୦୨୧ରେ ହେବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

Comments are closed.