ଚୀନ୍‌କୁ ଚିଡାଇଲା ଆମେରିକା,

0

ନୂଆଦିଲ୍ଲୀ .- ଆମେରିକାର କାର୍ଯ୍ୟରେ  ଚୀନ୍‌ ପୁଣି ଉତ୍‌କ୍ଷିପ୍ତ ହୋଇଛି । ବିବାଦୀୟ  ଚୀନ୍‌ ସାଗରରେ  ଆମେରିକାର ଯୁଦ୍ଧ ଜାହାଜ ପଇଁତରା ମାରିଛି ।   ଆମେରିକା ଜାଣିଶୁଣି ଏଠାରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ଚୀନ ଅଭିଯୋଗ କରିଛି ।

ଆମେରିକାର ଯୁଦ୍ଧ ଜାହାଜ ସ୍ପୁରାନ୍‌ସ ଓ ପ୍ରେବଲ୍‌ ଚୀନ୍‌ ସାଗରର ବିବାଦୀୟ ଅଞ୍ଚଳରେ ପଇଁତରା ମାରିଛି । ଆମେରିକାର ନୈସେନା ଏହାକୁ ସ୍ୱାଧୀନ  ନାଭିଗେସନ୍‌ କାର୍ଯ୍ୟକ୍ରମ ବୋଲି କହିଛନ୍ତି । ଆମେରିକା ଅନଧିକାର ଭାବେ ଏହି ପ୍ରବେଶ  କରିଛି ବୋଲି ଚୀନ୍‌ ଅଭିଯୋଗ କରିଛି । ଏବେ ବାଣିଜ୍ୟକୁ ନେଇ ଆମେରିକା  ଓ ଚୀନ୍‌ ମଧ୍ୟରେ ମତାନ୍ତର ଚାଲିଛି ।

Leave A Reply