ଉତ୍ତରପ୍ରଦେଶରେ ହାଇ ଆଲର୍ଟ

ଉତ୍ତରାଖଣ୍ଡ ନନ୍ଦାଦେବୀରେ ହିମସ୍ଖଳନ ହେବା ପରେ ଉତ୍ତରପ୍ରଦେଶ ସରକାର ହାଇ ଆଲର୍ଟ ଜାରି କରିଛନ୍ତି। ଆଗୁଆ ପଦକ୍ଷେପ ସ୍ୱରୂପ ଉତ୍ତରପ୍ରଦେଶ ସରକାର ଗଙ୍ଗା ନଦୀ କୂଳରେ ଥିବା ସମସ୍ତ ଜିଲ୍ଲାକୁ ହାଇ ଆଲର୍ଟ ଜାରି କରିଛନ୍ତି। ରାଜ୍ୟ ରିଲିଫ୍ କମିଶନର ଗଙ୍ଗା ନଦୀ କୂଳରେ ଅବସ୍ଥିତ ସମସ୍ତ ଜିଲ୍ଲାକୁ ଜରୁରୀକାଳୀନ ଟିମ୍ ପଠାଇଛନ୍ତି।

Comments are closed.