ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍ ବିଧାନସଭାରେ ପାରିତ

ଭୁବନେଶ୍ଵର : ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦ ମଙ୍ଗଳବାର ବିଧାନସଭାରେ ପାରିତ ହୋଇଛି। ବିରୋଧୀଙ୍କ ବିରୋଧ ସତ୍ବେ ବିଲ୍ ପାରିତ ହୋଇଛି। ୪ଦିନର ଆଲୋଚନା ପରେ ଆଜି ଗୃହରେ ବିଲ୍ ପାରିତ ହୋଇଛି। ଏହାକୁ କଳା ଆଇନ ଓ କଳା ଦିବସ ବୋଲି ନରସିଂହ ମିଶ୍ର କହିଛନ୍ତି। ଆଜିର ଆଲୋଚନାରେ ବିଜେପି ବିଧାୟକମାନେ ଭାଗ ନେଇନଥିଲେ।

Comments are closed.