ଓଡିଆ ଉଦ୍ୟୋଗୀଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଇ-ସାଇକଲ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଫରିଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନାହାକ ମୋଟର୍ସ ଦ୍ୱାରା ଶତ ପ୍ରତିଶତ ଭାରତୀୟ ପ୍ରଯୁକ୍ତିରେ ନିର୍ମିତ ଇ-ସାଇକଲର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଏହା ଅତି ଖୁସିର କଥା ଯେ ନାହାକ ମୋଟର୍ସ ହେଉଛି ଓଡିଆ ଉଦ୍ୟୋଗୀ ଡକ୍ଟର ପ୍ରଭାତ ନାହାକଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ କମ୍ପାନୀ। କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ଏହି ଇ-ସାଇକଲ ଉଦଘାଟନ କରିବା ସହ ତାହା ଚଳାଇ ଥିଲେ।


Comments are closed.