ବିଧାୟକଙ୍କ ନାଁରେ କୋଭିଡ୍‌ ଆଇନ ଉଲ୍ଲଂଘନ ମାମଲା; କ୍ଷମା ମାଗିଲେ ଉମାକାନ୍ତ ସାମନ୍ତରାୟ

ଭୁବନେଶ୍ଵର : ଭୁଲ୍ ମାନିଲେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ଉମା ସ୍ୱର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବାକୁ ନେଇ ଭୁଲ ମାଗିଛନ୍ତି। ଭାବବିହ୍ୱଳ ହୋଇ ମହାରଥୀଙ୍କ ଶେଷକୃତ୍ୟରେ ଯୋଗଦେଇଥିଲି। ଆଇନ ଆଗରେ ସମସ୍ତେ ସମାନ, ଯାହା ଦଣ୍ଡ ଦେବେ ମାନିବାକୁ ପ୍ରସ୍ତୁତ ବୋଲି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି।

Comments are closed.