ବିଧାୟକଙ୍କ ନାଁରେ କୋଭିଡ୍‌ ଆଇନ ଉଲ୍ଲଂଘନ ମାମଲା; କ୍ଷମା ମାଗିଲେ ଉମାକାନ୍ତ ସାମନ୍ତରାୟ

ଭୁବନେଶ୍ଵର : ଭୁଲ୍ ମାନିଲେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ଉମା ସ୍ୱର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବାକୁ ନେଇ ଭୁଲ ମାଗିଛନ୍ତି। ଭାବବିହ୍ୱଳ ହୋଇ ମହାରଥୀଙ୍କ ଶେଷକୃତ୍ୟରେ ଯୋଗଦେଇଥିଲି। ଆଇନ ଆଗରେ ସମସ୍ତେ ସମାନ, ଯାହା ଦଣ୍ଡ ଦେବେ ମାନିବାକୁ ପ୍ରସ୍ତୁତ ବୋଲି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି।

Comments
Loading...