ହ୍ୱାଟ୍ସଆପରେ କରିପାରିବେ ଉବର ବୁକିଂ

ହ୍ୱାଟ୍ସଆପରେ କରିହେବ ଉବର ବୁକିଂ । ଆପଣ ଉବର ବୁକିଂ କରିବା ସହ ଟ୍ରାଭେଲ ରିସିଦଠୁ ଆରମ୍ଭ କରି ଉପଭୋକ୍ତା ପଞ୍ଜିକରଣ ଯାଏ ସବୁକିଛି କାମ ହ୍ୱାଟ୍ସଆପରେ କରିପାରିବେ । ତେବେ ଏହା କିପରି ହୋଇପାରିବ ? ଆଉ ଆପଣ କେମିତି କରିବେ ଆସନ୍ତୁ ଜାଣିବା..

ପ୍ରାରମ୍ଭିକ ପର୍ୟ୍ୟାୟରେ କମ୍ପାନୀର ଏହି ସୁବିଧା ଲକ୍ଷ୍ନୌରେ ଆରମ୍ଭ ହେଉଛି । ଖୁବଶୀଘ୍ର ଏହା ଦେଶର ଅନ୍ୟ ସହରରେ ମଧ୍ୟ ଆରମ୍ଭ କରାଯିବ ବୋଲି କମ୍ପାନୀ କହିଛି । ସହଭାଗିତା ଚାଳକମାନଙ୍କୁ ଆଉ ଉବର ଆପ୍ ଡାଉନଲୋଡ୍ କରିବାର ଆବଶ୍ୟକତା ନାହିଁ ବୋଲି କମ୍ପାନୀ କହିଛି । ତାହା ଛଡ଼ା ହ୍ୱାଟ୍ସଆପରେ ଉପଭୋକ୍ତାଙ୍କ ପଞ୍ଜିକରଣ, ରାଇଡ୍ ବୁକିଂ ଏବଂ ଟ୍ରାଭେଲ୍ ରସିଦଠାରୁ ଆରମ୍ଭ କରି ସବୁକିଛି ହୋଇପାରିବ ।

ପ୍ରଥମେ ଆପଣ ଆପଣଙ୍କ ହ୍ୱାଟ୍ସଆପରୁ ଉବରର ବ୍ୟବସାୟଙ୍କ ନମ୍ବରକୁ ଏକ ମେସେଜ ପଠାଇବେ। ପରେ ହ୍ଵାଟ୍ସଆପ ଚାଟ୍ ଖୋଲି ଲିଙ୍କ ଉପରେ କ୍ଲିକ୍ କରିବେ । ଯାହାଦ୍ୱାରା ଏକ ଓଟିପି ଆପଣଙ୍କ ନିକଟକୁ ଆସିବ । ଓଟିପି ଦେଇ ଆପଣ ଉବରର ଚୁକ୍ତିକୁ ନିଶ୍ଚିତ କରିବେ । ଏହା ପରେ ଆପଣଙ୍କୁ ପିକ୍ ଅପ୍ ଏବଂ ଡ୍ରପ୍ ଅଫ୍ ଲୋକେଶନର ଅପସନ ଆସିବ। ଆପଣ ଆପଣଙ୍କର ପିକଅପ୍ ଠିକଣାକୁ ମେସେଜ୍

Comments are closed.