ଦୁଇ ଝୁଲନ୍ତା ଶବ ଉଦ୍ଧାର

ବ୍ରହ୍ମପୁର: ଶୁକ୍ରବାର ସକାଳୁ ବ୍ରହ୍ମପୁର ସହରରୁ ଦୁଇଟି ଝୁଲନ୍ତା ଶବ ଉଦ୍ଧାର ହୋଇଛି । ବଡବଜାର ଥାନା ଅନ୍ତର୍ଗତ ଅଟୋ ନଗରରୁ ଏକ ଟ୍ରକରେ ଝୁଲୁଥିବା ଜଣେ ଯୁବକଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ନିକଟ ଏକ ଖଜୁରୀ ଗଛରେ ଝୁଲୁଥିବା ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି । ଉଭୟ ଘଟଣା ଆତ୍ମହତ୍ୟା ଜନିତ ବୋଲି ଅନୁମାନ କରାଯାଉଛି ।

Comments are closed.