ଟିଭିଏସ୍‌ ମୋଟର କଂପାନି ପକ୍ଷରୁ  ନୂଆ ଟିଭିଏସ୍‌ ରୋନିନ୍‌ ଉନ୍ମୋଚିତଟ୍ଟ ଶିଳ୍ପ ପ୍ରଥମ ଆଧୁନିକ-ରେଟ୍ରୋ ମୋଟରସାଇକଲ୍‌ ଉନ୍ମୋଚନ ସହିତ ପ୍ରିମିୟମ୍‌ ଲାଇଫ୍‌ଷ୍ଟାଇଲ୍‌ କ୍ଷେତ୍ରରେ ପ୍ରବେଶ

• ଟିଭିଏସ୍‌ ରୋନିନ୍‌ ହେଉଛି ଟିଭିଏସ୍‌ ମୋଟରର ପ୍ରଥମ ପ୍ରିମିୟମ୍‌ ଲାଇଫ୍‌ଷ୍ଟାଇଲ୍‌ ଉତ୍ପାଦ ଯାହା ମୋଟରସାଇକଲ୍‌ ଦୁନିଆରେ ଏହାର ନିଜସ୍ୱ ବର୍ଗ ସୃଷ୍ଟି କରିବ
• ଯେଉଁମାନେ ଅଲିଖିତ ଉପାୟରେ ଜୀବନ ବଂଚିବାକୁ ପସନ୍ଦ କରୁଛନ୍ତି ସେମାନଙ୍କ ପାଇଁ ଟିଭିଏସ୍‌ ରୋନିନ୍‌ ହେଉଛି ଷ୍ଟାଇଲ୍‌, ଆରାମଦାୟକ ଗାଡ଼ି ଚାଳନା ଓ ପ୍ରଯୁକ୍ତିର ମିଶ୍ରଣ
• ଟିଭିଏସ୍‌ ରୋନିନ୍‌ ଅନ୍ୟ ମୋଟରସାଇକଲ୍‌ ଠାରୁ ବହୁତ କିଛି ଯାହା ବିଶ୍ୱସ୍ତରୀୟ ମର୍କେଣ୍ଡାଇଜ୍‌ ଓ ଆକ୍‌ସେସୋରିଜ, ଏକ କନ୍‌ଫିଗରେଟର୍‌ ଓ ଏକ ଉତ୍ସର୍ଗୀକୃତ ଅନୁଭୂତି କାର୍ଯ୍ୟକ୍ରମ ସହିତ ଭିନ୍ନ ପରିବେଶ ପ୍ରଦାନ କରୁଛି
ଭୁବନେଶ୍ୱର: ବିଶ୍ୱ ସ୍ତରରେ ଦୁଇ ଚକିଆ ଓ ତିନି ଚକିଆ ଯାନର ଲୋକପ୍ରିୟ ନିର୍ମାତା ଟିଭିଏସ୍‌ ମୋଟର କଂପାନି ପକ୍ଷରୁ ଶିଳ୍ପ ପ୍ରଥମ ଆଧୁନିକ-ରେଟ୍ରୋ ମୋଟରସାଇକଲ୍‌-ଟିଭିଏସ୍‌ ରୋନିନ୍‌କୁ ଆଜି ଭୁବନେଶ୍ୱରରେ ଉନ୍ମୋଚନ କରି କଂପାନି ପ୍ରିମିୟମ୍‌ ଲାଇଫ୍‌ଷ୍ଟାଇଲ୍‌ କ୍ଷେତ୍ରରେ ପ୍ରବେଶ କରିଛି । ମୂଳରୁ ଡିଜାଇନ୍‌ କରାଯାଇଥିବା ଟିଭିଏସ୍‌ ରୋନିନ୍‌ ହେଉଛି ଏକ ଲାଇଫ୍‌ଷ୍ଟାଇଲ୍‌ ଷ୍ଟେଟ୍‌ମେଂଟ୍‌ ଯାହା ଆଧୁନିକ ଓ ନୂଆ ପିଢ଼ିର ଚାଳକଙ୍କଠାରୁ ପ୍ରେରଣା ହାସଲ କରିଛି । ଏକ ଅଲିଖିତ ଜୀବନଶୈଳୀର ପ୍ରସାର କରିବା ଲାଗି ଟିଭିଏସ୍‌ ରୋନିନ୍‌କୁ ଷ୍ଟାଇଲ୍‌, ପ୍ରଯୁକ୍ତି ଓ ଗାଡ଼ି ଚାଳନା ଅନୁଭୂତି ସହ ଡିଜାଇନ୍‌ କରାଯାଇଛି ।
ଟିଭିଏସ୍‌ ମୋଟରର ୧୧୦ ବର୍ଷର ଲମ୍ବା ପରମ୍ପରା, ଅଗ୍ରଣୀ ପ୍ରଯୁକ୍ତି ଓ ନବସୃଜନ କୁ ଆଗକୁ ବଢ଼ାଇବ ଟିଭିଏସ୍‌ ରୋନିନ୍‌ । ପ୍ରିମିୟମ୍‌ ଲାଇଫ୍‌ଷ୍ଟାଇଲ୍‌ ମୋଟରସାଇକଲ୍‌ରେ କଂପାନି ପ୍ରବେଶ କରିବା ସହ ଏହି ମୋଟରସାଇକଲ୍‌ ହେଉଛି ଗାଡ଼ି ଚାଳନାର ନୂଆ ଉପାୟ ଆଣିବା ଲାଗି ରହିଥିବା ପ୍ରତିବଦ୍ଧତାର ସମ୍ପ୍ରସାରଣ । ଟିଭିଏସ୍‌ ରୋନିନ୍‌ର ବିବିଧ ସୁବିଧା ସୁଯୋଗ ସହିତ ସ୍ୱତନ୍ତ୍ର ଡିଜାଇନ୍‌ ଓ ଆଧୁନିକ ପ୍ରଯୁକ୍ତି ସବୁ ପ୍ରକାର ରାସ୍ତାରେ ଚାପ ମୁକ୍ତ ଗାଡ଼ି ଚାଳନା ଅନୁଭୂତିକୁ ନିଶ୍ଚିତ କରିବ । ଆକର୍ଷଣୀୟ ପ୍ରଯୁକ୍ତି ଓ ଡୁଆଲ ଚ୍ୟାନେଲ୍‌ ଏବିଏସ୍‌., ଭଏସ୍‌ ଆସିଷ୍ଟାଂଟ୍‌ ଓ ଉନ୍ନତ କନେକ୍ଟିଭିଟି (ସଂଯୋଗ) ଭଳି ସୁବିଧା ସୁଯୋଗ ସହ ଏହି ମୋଟରସାଇକଲ୍‌ରେ ବହୁ କିଛି ସୁବିଧା ପ୍ରଥମ ଥର ବ୍ୟବହାର କରାଯାଇଛି । ଅନ୍ୟତମ ପ୍ରଥମ ଭାବେ ଟିଭିଏସ୍‌ ରୋନିନ୍‌କୁ ବ୍ୟାପକ ବର୍ଗର ବ୍ରାଣ୍ଡେଡ୍‌ ବିଶ୍ୱସ୍ତରୀୟ ମର୍କେଣ୍ଡାଇଜ୍‌ ଓ କଷ୍ଟମ୍‌ ଆକ୍‌ସେସୋରିଜ୍‌, ଏକ କନ୍‌ଫିଗରେଟର୍‌ ଓ ଉତ୍ସର୍ଗୀକୃତ ଅନୁଭୂତି କାର୍ଯ୍ୟକ୍ରମ ସହ ଉନ୍ମୋଚନ କରାଯିବ ।
ଟିଭିଏସ୍‌ ମୋଟର କଂପାନିର ପ୍ରିମିୟମ୍‌ ବ୍ୟବସାୟ ମୁଖ୍ୟ ଶ୍ରୀ ବିମଳ ସୁମ୍ବଲି କହିଛନ୍ତି ଯେ, “ବିଶ୍ୱ ସ୍ତରରେ ମୋଟରସାଇକଲ୍‌ ଚାଳନା ବଦଳୁଛି । ଏହା କାର୍ଯ୍ୟର ଉଦ୍ଦେଶ୍ୟ ସାଧନ କରିବା ଠାରୁ ଆଗକୁ ବଢ଼ି ଆତ୍ମ ପ୍ରକାଶ, ସ୍ୱାଧୀନତା ଓ ଅନୁସନ୍ଧାନ ପାଇଁ ଆଗ୍ରହ ପର୍ଯ୍ୟନ୍ତ ପହଂଚିଛି । ଅଲିଖିତ ଯାତ୍ରା ଆରମ୍ଭ କରିବା ଲାଗି ଆମ ଗ୍ରାହକମାନଙ୍କ ଆବଶ୍ୟକତା ଦ୍ୱାରା ଅନୁପ୍ରାଣିତ ହୋଇ ଟିଭିଏସ୍‌ ରୋନିନ୍‌ ଚିରାଚରିତ ଢ଼ାଂଚା, ଡେଟେଡ୍‌ କୋଡ୍‌ ଓ ଲିଗାସି ବ୍ୟାଗେଜ୍‌ ମୁକ୍ତ ଏକ ଉଦୀୟମାନ ଜୀବନଶୈଳୀ ଭିତିକ ନୂଆ କ୍ଷେତ୍ର ସୃଷ୍ଟି କରିବ । ଏହା ପ୍ରିମିୟମକରଣରୁ ବ୍ୟକ୍ତିଗତକରଣକୁ ଅଧିକରୁ ଅଧିକ ରୂପାନ୍ତରିତ ହୋଇ ଦୁଇଚକିଆ କ୍ଷେତ୍ରରେ ଏକ ଧାରା ସୃଷ୍ଟି କରିବ । ଏହି ମୋଟରସାଇକଲ୍‌ ଆମ ଗ୍ରାହକମାନଙ୍କୁ ଭିନ୍ନ ବ୍ରାଣ୍ଡ୍‌ ପରିବ୍ୟବସ୍ଥା ପ୍ରଦାନ କରି ଏକ ପ୍ରିମିୟମ୍‌ ଜୀବନଶୈଳୀ ଅନୁଭୂତି ପ୍ରଦାନ କରିବ । ମୁଁ ନିଶ୍ଚିତ ଯେ ଆମର ଗ୍ରାହକମାନେ ଏହି ମୋଟରସାଇକଲ୍‌ର ଭିନ୍ନ ଗାଡ଼ିଚାଳନା ଚରିତ୍ରକୁ ପସନ୍ଦ କରିବେ ।’’
ଟିଭିଏସ୍‌ ରୋନିନ୍‌ ତିନିଟି ଭାରିଆଂଟ୍‌ରେ ଉପଲବ୍ଧ ହେବ । ଟିଭିଏସ୍‌ ରୋନିନ୍‌ ଏସ୍‌ଏସ୍‌ର ଦାମ୍‌ ୧,୪୯,୦୦୦ ଟଙ୍କା (ଏକ୍ସ ସୋ’ରୁମ୍‌, ଓଡ଼ିଶା), ଟିଭିଏସ୍‌ ରୋନିନ୍‌ ଡିଏସ୍‌ର ଦାମ୍‌ ୧,୫୬,୫୦୦ ଟଙ୍କା (ଏକ୍ସ ସୋ’ରୁମ୍‌, ଓଡ଼ିଶା) ଓ ଟପ୍‌ ଭାରିଆଂଟ୍‌ ଟିଭିଏସ୍‌ ରୋନିନ୍‌ ଟିଡିର ଦାମ୍‌ ୧,୬୮,୭୫୦ ଟଙ୍କା (ଏକ୍ସ ସୋ’ରୁମ୍‌, ଓଡ଼ିଶା) ରହିଛି ।
ନୂଆ ଟିଭିଏସ୍‌ ରୋନିନ୍‌ର ପ୍ରମୁଖ ମୁଖ୍ୟାଂଶ
ଏକ ସମ୍ପୂର୍ଣ୍ଣ ନୂଆ ଜୀବନଶୈଳୀ
• ସବୁ ପ୍ରକାର ରାସ୍ତାରେ ଆରାମଦାୟକ ଗାଡ଼ିଚାଳନା ଅନୁଭୂତି
• ଟିଭିଏସ୍‌ ରୋନିନ୍‌ ସିୟୁଏଲ୍‌ଟି-ଯେଉଁଠାରେ ସଂସ୍କୃତି, ଜୀବନଶୈଳୀ ଓ ଟ୍ରାଭେଲ୍‌ ଜୀବନ୍ତ ହୋଇଉଠେ
ଡିଜିଟାଲ୍‌ ଗାଡ଼ି ଚାଳନା ଅନୁଭୂତି
• ଉଦ୍ୟମହୀନ କଷ୍ଟମାଇଜେସନ୍‌ ପାଇଁ କନ୍‌ଫିଗୁରେଟର୍‌
• ସ୍ମାର୍ଟଏକ୍ସୋନେଟ୍‌ ସହ ଡିଜିଟାଲ୍‌ କ୍ଲଷ୍ଟର୍‌
• ଟିଭିଏସ୍‌ ଆରାଇଭ୍‌ ଆପ୍‌ ସହ ଏଆର୍‌ ଅନୁଭୂତି
ସ୍ୱତନ୍ତ୍ର ମର୍କେଣ୍ଡାଇଜ୍‌ ଓ ଆକ୍‌ସେସୋରିଜ୍‌
• ମର୍କେଣ୍ଡାଇଜ୍‌ ଓ ରାଇଡିଂ ଗିୟର୍‌ର ବ୍ୟାପକ ବର୍ଗମାଳା
• ସ୍ୱତନ୍ତ୍ର ଆକ୍‌ସେସୋରିଜ୍‌ ସହ କିଟ୍‌
ନୂଆ ଟିଭିଏସ୍‌ ରୋନିନ୍‌ର ପ୍ରମୁଖ ବୈଶିଷ୍ଟ୍ୟ
ଷ୍ଟାଇଲ୍‌ରେ ଏକ ନୂଆ କାହାଣୀ
• ସମ୍ପୂର୍ଣ୍ଣ ଏଲ୍‌ଇଡି ଲ୍ୟାମ୍ପ୍‌
• ସିଗ୍ନେଚର୍‌ ଟି-ଆକୃତିର ପାଇଲଟ୍‌ ଲ୍ୟାମ୍ପ୍‌
• ଆସିମେଟ୍ରିକ୍‌ ସ୍ପିଡୋମିଟର୍‌
• ଏକ୍‌ଜହଷ୍ଟ ଓ ମଫଲର୍‌ ଡିଜାଇନ୍‌
• ଚେନ୍‌ କଭର୍‌
• ୯ ସ୍ପୋକ୍‌ ଆଲୟ ହ୍ୱିଲ୍‌
• ବ୍ଲାକ୍‌ ଟ୍ରେଡ୍‌ ଟାୟାର୍‌
ପ୍ରଯୁକ୍ତିର ସ୍ଥିତି
• ଡିଜିଟାଲ୍‌ କ୍ଲଷ୍ଟର୍‌ (ଡିଟିଇ-ଡିଷ୍ଟାନ୍ସ ଟୁ ଏମ୍ପ୍‌ଟି, ଇଟିଏ-ଏଷ୍ଟିମେଟେଡ୍‌ ଟାଇମ୍‌ ଅଫ୍‌ ଆରାଇଭାଲ୍‌, ଗିୟର୍‌ ସିଫ୍ଟ ଆସିଷ୍ଟ, ସାଇଡ୍‌ ଷ୍ଟାଣ୍ଡ୍‌ ଇଂଜିନ୍‌ ଇନ୍‌ହିବିଟର, ସର୍ଭିସ୍‌ ଡ୍ୟୁ ଇଣ୍ଡିକେଟର୍‌, ଲୋ ବ୍ୟାଟେରି ଇଣ୍ଡିକେଟର୍‌)
• ଭଏସ୍‌ ଆସିଷ୍ଟ୍‌
• ଟର୍ଣ୍ଣ ବାଏ ଟର୍ଣ୍ଣ ନାଭିଗେସନ୍‌
• ଇନକମିଂ କଲ୍‌ ଆଲର୍ଟ/ ରିସିଭ୍‌
• କଷ୍ଟମ୍‌ ୱିଣ୍ଡୋ ନୋଟିଫିକେସନ୍‌
• ଟିଭିଏସ୍‌ ସ୍ମାର୍ଟଏକ୍ସୋନେକ୍ଟ ଆପ୍‌ରେ ରାଇଡର୍‌ ଅନୁଶୀଳନ
ସହଜ ଗାଡ଼ିଚାଳନା ଅନୁଭୂତି
• ବର୍ଷା ଓ ସହର ଏବିଏସ୍‌ ମୋଡ୍‌
• ଇଂଟିଗ୍ରେଟେଡ୍‌ ଷ୍ଟାର୍ଟର୍‌ ଜେନେରେଟର୍‌ (ଆଇଏସ୍‌ଜି)-ଲୋ ନଏଜ୍‌ ଫିଦର୍‌ ଟଚ୍‌ ଷ୍ଟାର୍ଟ
• ଅପ୍‌ସାଇଡ୍‌ ଡାଉନ୍‌ ଫ୍ରଂଟ୍‌ ଫୋର୍କ (ୟୁଏସ୍‌ଡି)
• ପଛ ମନୋସକ୍‌
• ଗ୍ଲାଇଡ୍‌ ଥ୍ରୁ ଟେକ୍ନୋଲୋଜି (ଜିଟିଟି)
• ଆସିଷ୍ଟ୍‌ ଆଣ୍ଡ୍‌ ସ୍ଲିପର୍‌ କ୍ଲଚ୍‌
• ୩-ଷ୍ଟେପ୍‌ ଆଡ୍‌ଜଷ୍ଟେବଲ୍‌ ଲିଭର୍‌

Comments are closed.