ମଙ୍ଗଳବାର ରାଶିଫଳ

0

ମେଷ: ଭିତରେ ଭ୍ରାତୃ ବିବାଦ ଉଙ୍କିମାରିପାରେ। ପ୍ରତାରିତ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଯଶସ୍ବୀ ହେବେ। ଲୋଭାସକ୍ତ ହୋଇପାରନ୍ତି। ବିନୀତ ସ୍ବଭାବର ହେବେ।
ବୃଷ: ଧର୍ମ-ଧାରଣାରେ ଉତ୍ସର୍ଗୀକୃତ ମନୋଭାବ ରହିବ। ଧନକ୍ଷୟ ହେବାର ସମ୍ଭାବନା ଅଛି। ବାଦାନୁବାଦର ସମ୍ମୁଖୀନ ହେବେ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବର ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି।
ମିଥୁନ: ଦେବପୂଜାରେ ନିୟୋଜିତ ହେବେ। ଆୟ ବୃଦ୍ଧି ହେବାର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ବୁଦ୍ଧିମାନର ପରିଚୟ ଦେବେ।
କର୍କଟ: ବ୍ୟବସାୟ ଲାଭଜନକ ହୋଇପାରେ। ସାଧନାରେ ସିଦ୍ଧି ଲାଭ କରିବେ। କର୍ମରେ ଢ଼େର ଉନ୍ନତି ଆଶାକରାଯାଏ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିବାଦରେ ବିଜୟ ଲାଭ କରିପାରନ୍ତି। ମହାଧନ ପ୍ରାପ୍ତ ହେବେ। ଉତ୍ତମ ଭୋଜନ ମିଳିବ।
ସିଂହ: ଦୂରୁହ କାର୍ଯ୍ୟରେ ସଫଳତା ଅବଶ୍ୟ ମିଳିବ। ସେବା କାର୍ଯ୍ୟରେ ନି​‌େ​‌ୟାଜିତ ହେବେ। ଶୁଭ ସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ପାରିବାରିକ ସୁଖ, ସମୃଦ୍ଧି ଆଶାକରାଯାଏ। ବହୁଦିନ ଆଶାପୂର୍ଣ୍ଣ ହେବାର ସୂଚନା ମିଳୁଛି।
କନ୍ୟା: ଦୁରୂହ ସଂପର୍କ ବନ୍ଧୁଙ୍କ ଦ୍ବାରା ଉପକୃତ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପରିସ୍ଥିତି ପ୍ରତିକୂଳ ରହିପାରେ। ସମ୍ମାନିତ ହେବେ। ଯଶସ୍ବୀ ହୋଇପାରନ୍ତି। ମାନସିକ ଅଶାନ୍ତି ଦୂର ହେବ। ସର୍ବତ୍ର ସୁଖ ମିଳିବ। ବିଜୟୀ ହେବେ।
ତୁଳା: ପାରିବାରିକ ବିଶୃଙ୍ଖଳାର ଅବସାନ ଘଟିପାରେ। କର୍ମକ୍ଷେତ୍ରରେ ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରଫୁଲ୍ଲ ରହିବ। ସୁଖରେ ଦିନଟି ଅତିବାହିତ କରିପାରନ୍ତି। ଶାସ୍ତ୍ର ପରିତ୍ୟାଗ ଯୋଗୁଁ ମହାଭୟ ପାଇ ପାରନ୍ତି।
ବିଛା: କୌଣସି କାରଣରୁ ମାନସିକ ସ୍ତରରେ ବିଷାଦିତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଦେବ ଦର୍ଶନ କରି ଶାନ୍ତି ଓ ସନ୍ତୋଷ ଲାଭ କରିବେ। ସୁସ୍ଥ ରହିବେ। ଶତ୍ରୁ ଦମନ କରିବେ।
ଧନୁ: ସେବାମୂଳକ କାର୍ଯ୍ୟରେ ଆଗ୍ରହୀ ହୋଇପାରନ୍ତି। ଲେଖା-ପଢ଼ାରେ ପାରଦର୍ଶୀ ହେବେ। ଗୃହକାର୍ଯ୍ୟରେ ଧ୍ୟାନ ଦେବେ। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ପାରିବାରିକ ସୁଖ ମିଳିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ।
ମକର: ପରିସ୍ଥିତି ଲାଭପ୍ରଦ ହୋଇପାରେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟି ପାରନ୍ତି। ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି। କୃଷି କାର୍ଯ୍ୟରେ ଲାଭବାନ ହେବେ। ଯାନବାହନ ଚଳାଚଳ ସୁଖଦାୟକ ହୋଇପାରେ।
କୁମ୍ଭ: ଦେବ ଦର୍ଶନରେ ଆନନ୍ଦ ମିଳିବ। ମନୋବଳ ଦୃଢ଼ ରହିବ। ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ଉଚ୍ଚ ଆଶା ଫଳବତୀ ହେବ। ଠାକୁରଙ୍କ ପୂଜାରେ ନିମଗ୍ନ ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। କାର୍ଯ୍ୟରେ ତତ୍ପର ହେବେ।
ମୀନ: ବାପାଙ୍କ ଭଗ୍ନ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ଅନୁରୋଧ ରକ୍ଷା କରି ସହଯୋଗ କରିବେ। କର୍ତ୍ତବ୍ୟନିଷ୍ଠ ହେବେ। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଅଗମ୍ୟ ସ୍ଥାନରେ ଅକ୍ଳେଶରେ ପହଞ୍ଚିବେ।

Leave A Reply