ଟ୍ରକ-ବାଇକ ମୁହାଁମୁହିଁ ; ଜଣେ ମୃତ

0

ତାଳପଟିଆ : ଝାରସୁଗୁଡା ଜିଲା ତାଳପଟିଆ ଥାନା ଦୁର୍ଲଗା ନିକଟରେ ଏକ ଟ୍ରକ ଏବଂ ବାଇକ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ବାଇକ ଆରୋହୀ କିରଣ ନାୟକ(୨୮)ଙ୍କ ମୃତ୍ୟୁ ହୋଇଛି। କିରଣଙ୍କ ଘର ଟାଙ୍ଗରପାଲି ବ୍ଲକ କିରିପସିରା ପଞ୍ଚାୟତ ପୁଡାଡିହି ଗ୍ରାମର ବୋଲି ଜଣାପଡିଛି। କିରଣ ଜଣେ ବିଦ୍ୟାଳୟ ଶିକ୍ଷକ ଥିବା ଜଣାପଡିଛି।

Leave A Reply