ଓଲଟିଲା ମାଲ ବୋଝେଇ ଟ୍ରକ୍‍ : ଚାଳକ ଗୁରୁତର

0

ବାଲେଶ୍ୱର : ବାଲେଶ୍ୱର ଜିଲା ଖନ୍ତାପଡ଼ା ଡାକବଙ୍ଗଳା ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ମାଲ ବୋଝେଇ ଟ୍ରକ୍‍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଗାଡ଼ି ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଚାଳକଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଟ୍ରକଟି ଅଙ୍ଗୁର ଓ ଡାଳିମ୍ବ ବୋଝେଇ କରି ବାଂଲାଦେଶ ଯାଉଥିଲା।

Leave A Reply