ପୋଲରୁ ଟ୍ରକ୍ ଖସିବା ଘଟଣା: ୩ ଦିନ ପରେ ମିଳିଲା ମୃତଦେହ

0

ପାରାଦୀପ: ରବିବାର ସନ୍ଧ୍ୟାରେ ଜଗତସିଂହପୁର ଭୁତମୁଣ୍ଡାଇ ପୋଲରୁ ଭାରସାମ୍ୟ ହରାଇ ମହାନଦୀକୁ ଖସିଯିବା ଟ୍ରକ ଚାଳକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି। ପ୍ରାୟ ତିନି ଦିନ ପରେ ନିଖୋଜ ଥିବା ଡ୍ରାଇଭରଙ୍କ ମୃତଦେହ ଆଜି ଅପରାହ୍ନରେ ନଦୀରେ ଭାସୁଥିବା ସ୍ଥାନୀୟଲୋକେ ଦେଖିଥିଲେ । ପରେ ଓଡ୍ରାଫ ଟିମ୍ ଏହି ମୃତଦେହକୁ ଉଦ୍ଧାର କରିଛନ୍ତି । ଏଯାବତ୍ ଟ୍ରକ ହେଲପରଙ୍କ କୌଣସି ପତ୍ତା ମିଳିନାହିଁ।

Leave A Reply