ମହାନଦୀକୁ ଖସି ପଡିଲା ଟ୍ରକ୍

0

ପାରାଦୀପ: ୫ ନମ୍ବର ଜାତୀୟ ରାଜପଥ ଭୁତମୁଣ୍ଡାଇ ନିକଟରେ ଅଘଟଣ ଘଟିଛି। ପାରାଦୀପରୁ ଚଣ୍ଡିଖୋଲ ଯାଉଥିବା ଟ୍ରକ୍ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡି ମହାନଦୀରେ ପଡିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏଯାବତ୍ ଟ୍ରକ୍ ଚାଳକ ଓ ହେଲପର ନିଖୋଜ ରହିଛନ୍ତି।

Leave A Reply