କଟକରେ ଛାତ୍ରଛାତ୍ରୀଙ୍କର ତ୍ରିରଙ୍ଗା  ଶୋଭାଯାତ୍ରା

0

କଟକ: କଟକ ସହରରେ  ଶାନ୍ତିପୂର୍ଣ୍ଣ ତ୍ରିରଙ୍ଗା ଶୋେଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ  ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ ।

ଏହି ଶୋଭାଯାତ୍ରାଟି ପ୍ରଥମେ ହାଇକୋର୍ଟ ଛକ ନିକଟରୁ ବାହାରି ସହରର ବିଭିନ୍ନ ମହାବିଦ୍ୟାଳୟ    ପରିକ୍ରମା କରିଥିଲା । ଏଥିରେ ବହୁ ସଂଖ୍ୟାରେ ଛାତ୍ରା ଛାତ୍ରୀ ସାମିଲ ହୋଇଥିଲେ । ଦେଶ ପାଇଁ ପ୍ରଥମେ କାମ କରିବା ଓ ରାଗିଂ ମୁକ୍ତ ମହାବିଦ୍ୟାଳୟ ପରିସର  ତିଆରି କରିବା ପାଇଁ ବାର୍ତା ଦିଆଯାଇଥିଲା ।

Leave A Reply