ଟ୍ରେନରୁ ଖସିପଡ଼ିଲେ ଦୁଇ ଭଉଣୀ, ଜଣେ ମୃତ, ଜଣେ ଗୁରୁତରୁ

0

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ହେମଗିରି ଷ୍ଟେସନରେ ଥିବା ସାରଥି ବିହାର ଏକ୍ସପ୍ରେସରୁ ସୋମବାର ଦୁଇଭଉଣୀ ଖସି ପଡିଥିବା ଜଣାପଡିଛି। ଦୁର୍ଘଟଣାରେ ବଡ଼ଭଉଣୀର ମୃତ୍ୟୁ ହୋଇଥିଲାବେଳେ ସାନଭଉଣୀ ଗୁରୁତର ହୋଇଛି। ସୂଚନା ମୁତାବକ, ଦୁଇ ଭଉଣୀ ଭୁଲରେ ପାସେଞ୍ଜର ଟ୍ରେନରେ ଚଢିଯାଇଥିଲେ। ହେମଗିରିରେ ଟ୍ରେନ ରହିନଥିବାବବେଳେ ଉଭୟେ ଓହ୍ଲାଇବାକୁ ଉଦ୍ୟମ କରିଥିଲେ। ଫଳରେ ଟ୍ରେନରୁ ଖସିପଡି ଦୁର୍ଘଟଣାର ଶିକାର ହୋଇଥିଲେ।

Leave A Reply