ଦର୍ଶକଙ୍କୁ ମିଳିବ ସେଟ୍‌ ଅପ୍‌ ବକ୍ସ ବଦଳାଇବା ବିକଳ୍ପ

0

ନୂଆଦିଲ୍ଲୀ : ଟିଭି ଦର୍ଶକଙ୍କ ପାଇଁ ଭଲ ଖବର ା ଏଣିକି ସେମାନେ ପସନ୍ଦ ମୁତାବକ ଚ୍ୟାନେଲ ଦେଖିବା ଲାଗି ସେଟ୍‌ଅପ୍‌ବକ୍ସ ବଦଳାଇ ପାରିବେ ା ଭାରତୀୟ ଟେଲିକମ୍‌ ନିୟାମେକ କର୍ତ୍ତୃପକ୍ଷ ଆନ୍ତଃପରିଚାଳନାକ୍ଷମ ଡିଜିଟାଲ ବକ୍ସ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ା ଏହାହେଲେ ଗ୍ରାହକ ଟେଲିକମ୍‌ ଭଳି ସେଟ୍‌ ଅପ୍‌ ବକ୍ସ ବଦଳାଇବା ଲାଗି ଅପରେଟର ପରିବର୍ତ୍ତନ କରିପାରିବେ ା ଏଥିପାଇଁ ଟ୍ରାଇ ସେଟ୍‌ ଅପ୍‌ ବକ୍ସ ପୋର୍ଟେବିଲିଟି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ା ଏହି ନୂଆ ବ୍ୟବସ୍ଥା ଚଳିତବର୍ଷ ​‌​‌େଶଷ ସୁଦ୍ଧା କାର୍ଯ୍ୟକାରୀ କରାଯିବ ​‌େବ​‌ାଲି ଟ୍ରାଇ ଅଧ୍ୟକ୍ଷ ଆର୍‌.ଏସ୍‌. ଶର୍ମା କହିଛନ୍ତି ା ଅତି କମ୍‌ରେ ୯୦% ଟିଭି ଦର୍ଶକ ନିର୍ଦ୍ଧାରିତ ସମୟସୀମା ଫେବୃଆରୀ ପହିଲା ସୁଦ୍ଧା ନୂଆ ଟାରିଫ୍‌ ବ୍ୟବସ୍ଥା ମଧ୍ୟକୁ ଆସିଯିବେ ​‌େବ​‌ାଲି ଶ୍ରୀ ଶର୍ମା ଆଶା ପ୍ରକାଶ କରିଛନ୍ତି ା

Leave A Reply