ରେଳପଥ ନିର୍ମାଣ ପାଇଁ ଆଇନ ଅମାନ୍ୟ ଆନ୍ଦୋଳନ

0

ବଣେଇ: ସୁନ୍ଦରଗଡ ଜିଲା ବିମଳାଗଡ଼ ଠାରେ ତାଳଚେର – ବିମଳାଗଡ଼ ରେଳପଥ ନିର୍ମାଣ ପାଇଁ ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଛି । ତାଳଚେର – ବିମଳାଗଡ଼ ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଏହି ଆନ୍ଦୋଳନ ଡକରା ଦିଆଯାଇଛି । ରେଳ ଧାରଣା ନିକଟରେ ଶହଶହ ଲୋକ ବସି ରହି ଆନ୍ଦୋଳନ କରିଛନ୍ତି ।

Leave A Reply