ବାତ୍ୟା ପାଇଁ ରେଳ ବାତିଲ

ଭୁବନେଶ୍ୱର: ବାତ୍ୟା ଗୁଲାବ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶର ଓ ଆନ୍ଧ୍ରପ୍ରଦେଶ ଦେଇ ଚଳାଚଳ କରୁଥିବା ରେଳଗୁଡ଼ିକୁ ବାତିଲ କରାଯାଇଥିବାବେଳେ ଆଉ କେତେକ ରେଳର ମାର୍ଗ ପରିବର୍ତ୍ତନ କରାଯାଇଛି। ପ୍ରାୟ ୩୦ଟି ରେଳ ବାତିଲ କରାଯାଇଛି। ୨୦ରୁ ଅଧିକ ରେଳର ମାର୍ଗ ପରିବର୍ତ୍ତନ ହୋଇଛି। ଏ ସଂକ୍ରାନ୍ତରେ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.