ପୁରୀକୁ ଟ୍ରେନ୍‌, ବସ୍ ଚଳାଚଳ ବନ୍ଦ

ଭୁବନେଶ୍ବର: ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ପୁରୀ ରଥଯାତ୍ରା ଦେଖିବା ପାଇଁ ଯାତ୍ରୀବାହି ଟ୍ରେନ୍‌ ଓ ବସ ଚଳାଚଳ ବନ୍ଦ କରାଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖାର ସହିତ ଅନୁଷ୍ଠିତ ହେବ ସେଥିପାଇଁ ରାଜ୍ୟ ସରକାର ଯାତ୍ରିବାହି ଟ୍ରେନ୍‌ ଏବଂ ବସ୍‌ ଚଳାଚଳ ବନ୍ଦ ଯାଇଛି। ଆଜି ରାତି ୯ଟାର ଜୁନ୍‌ ୨୪ ତାରିଖ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ପୁରୀ ଜିଲାକୁ ଟ୍ରେନ୍‌ ଓ ବସ ଚଳାଚଳ ବନ୍ଦ ରହିବ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦେଶ ଦେଇଛନ୍ତି।

Comments are closed.