ଟ୍ରେନ ଦୁର୍ଘଟଣାରେ ମହିଳା ମୃତ

ଦ୍ୱାରଶୁଣି: ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ବୁଡାମରା ରେଲୱେ ଷ୍ଟେସନ ପାଖରେ ଟ୍ରେନ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣକ ଜଗନ୍ନାଥଖୁଣ୍ଟା ଗ୍ରାମର ସାବିତ୍ରୀ ଭୂୟାଁ(୬୨) ବୋଲି ଜଣାପଡ଼ିଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ। ଖବର ପ୍ରଚାରିତ ହେବାପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Comments are closed.