ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଭିଲୁପୁରମ-ଖଡଗପୁର ଏକ୍ସପ୍ରେସ୍

0

ବ୍ରହ୍ମପୁର: ଭିଲୁପୁରମ-ଖଡଗପୁର ଏକ୍ସପ୍ରେସ୍ ଟ୍ରେନ୍ ଏକ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଟ୍ରେନଟି ବହ୍ମପୁର ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟ୍ରେନରୁ ଧୂଆଁ ବାହାରିଥିବା ଦେଖାଯାଇଥିଲା । ଏକ୍ସପ୍ରେସର ଏସ୍-୩ ବ୍ୟାଟେରୀ ବକ୍ସରୁ ଧୂଆଁ ବାହାରି ଥିଲା । ଟ୍ରେନଟି ଷ୍ଟେସନରେ ପହଞ୍ଚିଲା ପରେ କର୍ମଚାରୀମାନେ ବ୍ୟାଟେରୀକୁ ବାହାର କରି ନିଆଁକୁ ଆୟତ କରିଥିଲେ । ପ୍ରୟା ୪୦ ମିନିଟ୍ ପରେ ଟ୍ରେନ ଷ୍ଟେସନ ଛାଡିଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

Leave A Reply