କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

ରାୟଗଡ଼ା: ରାୟଗଡ଼ା ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। କୋଇଲା ବୋଝେଇ ଟ୍ରେନଟି ବିଶାଖପାଟଣାରୁ ରାୟପୁର ଯଆଉଥିଲା। ଏହିସମୟରେ ହଠାତ ୪ଟି ବଗିରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଲିଭା ଜାରିରଖିଛି। କେଉଁ କାରଣରୁ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି ତାହାର କାରଣ ଜଣାପଡି ନାହିଁ ।

Comments are closed.