ଅଟକିଲା ସମଲେଶ୍ୱରୀ ଏକ୍ସପ୍ରେସ

କୋରାପୁଟ : ଯାନ୍ତ୍ରିକ ତ୍ରୁଟି କାରଣରୁ ଜଗଦଲପୁରୁ ହାୱାଡ଼ା ଯିବା ରାସ୍ତାରେ ଅଧା ବାଟରେ ଶୁକ୍ରବାର ସମଲେଶ୍ୱରୀ ଏକ୍ସପ୍ରେସ ଅଟକି ରହିଥିବା ଜଣାପଡ଼ିଛି। କୋଟପାଡ଼ ଓ କୁସୁମୀ ମଧ୍ୟରେ ସମଲେଶ୍ୱରୀ ଏକ୍ସପ୍ରେସ ଅଟିକି ରହିବା ପରେ ଟ୍ରେନର ଯାନ୍ତ୍ରିକ ତ୍ରୁଟିର ତଦନ୍ତ ପାଇଁ ଘଟଣାସ୍ଥଳରେ ନିରାପତ୍ତା କମିଶନର ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ତିନି ଦିନ ପୂର୍ବରୁ ରାୟଗଡ଼ାରେ ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Comments are closed.