ଟ୍ରେନରୁ ଖସି ହୋମଗାର୍ଡ ଗୁରୁତର

0

ସୋର : ଟ୍ରେନରୁ ଖସି ହୋମଗାର୍ଡ ଗୁରୁତର ହୋଇଛନ୍ତି। ଟ୍ରେନରୁ ଖସିପଡିବା ଫଳରେ ସେ ଦୁଇ ଗୋଡ ହରାଇଛନ୍ତି। ହୋମଗାର୍ଡ ଜଣକ ସୋରରୁ ବାଲେଶ୍ବର ଯିବା ବେଳେ ନୀଳଗିରି ଷ୍ଟେସନରେ ଏପରି ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ବର ଗସ୍ତ କାର୍ଯ୍ୟକ୍ରମକୁ ଡ୍ୟୁଟି କରିବାକୁ ଯାଉଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply