ଟ୍ରେନରୁ ଖସି ଯୁବକ ଗୁରୁତର

0

ରେଢାଖୋଲ: ଟ୍ରେନରୁ ଖସି ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ ହେଉଛନ୍ତି ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଗନ୍ଧଗବନ୍ଧ ଗ୍ରାମର ତୋଲଶ୍ବର ସା (୨୦)। ସମ୍ବଲପୁର ତାଳଚେର ରେଳପଥର ବଂଶାଜାଲ ଗ୍ରାମ ନିକଟରେ ପୁରୀ-ଦୁର୍ଗ ଏକ୍ସପ୍ରେସରୁ ଖସି ପଡି ସେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Leave A Reply