ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ପାସେଞ୍ଜର ଟ୍ରେନ ଆଂଶିକ ବାତିଲ

0

ବ୍ରହ୍ମପୁର: ସୁରକ୍ଷା ଦୃଷ୍ଟିରୁ ଖୋର୍ଦ୍ଧା ରୋଡ ଡିଭିଜନ୍ ର ଖଲ୍ଲିକୋଟ ଓ ଚିଲିକା ଷ୍ଟେସନ ମଝିରେ ରେଳ ଧାରଣାର ଆଧୁନିକରଣ କରାଯାଉଛି। ଏଥିପାଇଁ ଆସନ୍ତା କାଲି(ରବିବାର) ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ପାସେଞ୍ଜର ଟ୍ରେନକୁ ବାଲୁଗାଁ ଓ ବ୍ରହ୍ମପୁର ମଧ୍ୟରେ ବାତିଲ୍‌ କରାଯାଇଛି। ଭୁବନେଶ୍ବର-ବ୍ରହ୍ମପୁର ପାସେଞ୍ଜର ବାଲୁଗାଁ ପର୍ଯ୍ୟନ୍ତ ଯିଇ ସେଠାରୁ ଭୁବନେଶ୍ବରକୁ ଫେରି ଆସିବ।

Leave A Reply