ଟ୍ରେନ୍‍ରେ ପାର୍ସଲ ପରିବହନ: ଭୁବନେଶ୍ୱର ରେଳ ଷ୍ଟେସନର ନୂତନ ରେକର୍ଡ

ଜଟଣୀ: ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଅକ୍ଟୋବର ମାସରେ ଟ୍ରେନ୍‍ରେ ୧୧୨୮ ଟନ୍‌ ଓଜନର ମାଲ୍‍ ପରିବହନ କରାଯାଇଥିବା ବେଳେ ୨୦୧୯ର ରେକର୍ଡକୁ ଏହା ଅତିକ୍ରମ କରିଛି। ଭୁବନେଶ୍ୱର ପାର୍ସଲ କାର୍ଯ୍ୟାଳୟ ସର୍ବାଧିକ ୨୨ ଟନ ମାଲ୍‍ ପରିବହନ କରି ଗତବର୍ଷର ରେକର୍ଡକୁ ଭାଙ୍ଗିଛି। ବିଭିନ୍ନ ଟ୍ରେନ୍‍ରେ ମାଲ୍‍ ବୋଝେଇ କରାଯାଇ ଦେଶର ବିଭିନ୍ନ ଅଞ୍ଚଳକୁ ପଠାଯିବା ସହ ଏ କ୍ଷେତ୍ରରେ ଗତବର୍ଷର ରେକର୍ଡ଼ ଭାଙ୍ଗିଥିବା ରେଳ ପ୍ରଶାସନ ସୂଚନା ଦିଆଯାଇଛି।

Comments are closed.