ରାସ୍ତାରେ ସ୍ପିଡ୍‌ ଲିମିଟ୍‌ ଟୁଲ୍‌ ଏବଂ ଗାଡ଼ିରେ ଜିପିଏସ୍‌ ଲଗାଯିବା ପାଇଁ ୩ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ, ଖର୍ଚ୍ଚ ହେବ ୩୭ କୋଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାରରେ ସଡ଼କ ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି । ରାସ୍ତାରେ ସ୍ପିଡ୍‌ ଲିମିଟ୍‌ ଟୁଲ୍‌ ଏବଂ ଗାଡ଼ିରେ ଜିପିଏସ୍‌ ଲଗାଯିବା ପରି ବ୍ୟାପକ ବ୍ୟବସ୍ଥା ପାଇଁ ୩୭ କୋଟିର ୩ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.