କାନାଡାର ଟୋରୋଣ୍ଟୋରେ ଏକ ଗଛରୁ ଭାରତୀୟ ଛାତ୍ରଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

0

ଟୋରୋଣ୍ଟୋ . –  କାନାଡର ରାଜଧାନୀ   ଟୋରୋଣ୍ଟୋରେ  ଜଣେ ୨୧ ବର୍ଷୀୟ ଭାରତୀୟ ଛାତ୍ରଙ୍କର ଝୁଲନ୍ତା ମୃତଦେହକୁ  ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଜଣଙ୍କର ପରିଚୟ ମିଳିଛି । ସେ ପଞ୍ଜାବ ନଭା ଅଞ୍ଚଳର ବିଶାଲ ଶର୍ମା ।

ବିଶାଲ କାନାଡାରେ ହୋଟେଲ୍‌ ମ୍ୟାନେ୍ଜମେଣ୍ଟରେ   ଶିକ୍ଷା ଗ୍ରହଣ କରୁଥିଲେ । ବିଶାଲଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଟୋରୋଣ୍ଟୋ ପୁଲିସ ଏବେ ଏହି ଘଟଣାର ଅନୁସନ୍ଧାନ କରୁଛି ।

Leave A Reply