ଆଜି ମହାପ୍ରଭୁଙ୍କ ଦର୍ଶନ ବନ୍ଦ; ଶ୍ରୀମନ୍ଦିର ଭିତର ଓ ବାହାର ହେଉଛି ସାନିଟାଇଜ

ପୁରୀ : ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଛି। ଶ୍ରୀମନ୍ଦିର ଭିତର ଓ ମନ୍ଦିରର ବାହାର ସାନିଟାଇଜ କରାଯାଉଛି । କରୋନା ପାଇଁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ରବିବାର ମନ୍ଦିର ଭିତର ଓ ବାହାର ସାନିଟାଇଜ ହେବ। ଗତ ୨୧ରୁ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି।

 

Comments are closed.