ଟିଟିଲାଗଡ଼କୁ ଜିଲା ମାନ୍ୟତା ଦାବିରେ ଗଣଧାରଣା

0

ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବିରେ ଗୁରୁବାରଠାରୁ ଟିଟିଲାଗଡ଼ ଆଇନଜୀବୀ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଆଜିଠାରୁ ଜିଲା କ୍ରିୟାନୁଷ୍ଠାନ କମିଟି ଅନିର୍ଦ୍ଦିଷ୍ଟ କାଳ ପାଇଁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି। ଏଥିସହିତ ଉପଜିଲାପାଳ, ତହସିଲଦାର ଓ ସବରେଜିଷ୍ଟ୍ରି କାର୍ଯ୍ୟାଳୟ ଗୁଡ଼ିକରେ ମଧ୍ୟ ତାଲା ପକାଇଛନ୍ତି।

Leave A Reply