ଟିଟଲାଗଡ ଓକିଲ ସଂଘର ବନ୍ଦ ଡାକରା

0

ଟିଟଲାଗଡ : ଆସନ୍ତା ନଭେମ୍ବର ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟିଟିଲାଗଡ଼ ଓକିଲ ସଂଘ ପକ୍ଷରୁ ବନ୍ଦ ଟାକରା ଦିଆଯାଇଛି। ଓକିଲ ସଂଘ ସଭାପତି କୃଷ୍ଣ ଚନ୍ଦ୍ର ସାହୁ କୋର୍ଟର ସମସ୍ତ କାର୍ୟ୍ୟ ବର୍ଜନ ନିଷ୍ପତ୍ତି ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave A Reply