ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ

0

ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଲକ କତରକେଲା ଗ୍ରାମର ଟିକେରାମ ମହାନନ୍ଦ ଏବଂ ଦେଭା ମହାନନ୍ଦ ଦୁଇ ଚାଷୀ ଦମ୍ପତିଙ୍କ ଫସଲ କ୍ଷତି ନେଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଉଭୟ ଦମ୍ପତିକୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply